ମଦ ଦୋକାନ ଆଗରେ ଗାଈ ବାନ୍ଧିଲେ ‘ବିଜେପି’ ନେତ୍ରୀ ଉମା ଭାରତୀ

ଓର୍‌ଛା: ଗୁରୁବାର ଦିନ ବରିଷ୍ଠ ‘ବିଜେପି’ ନେତ୍ରୀ ଉମା ଭାରତୀ ମଧ୍ୟପ୍ରଦେଶର ଓର୍‌ଛା ନଗରୀରେ ଥିବା ଗୋଟାଏ ମଦ ଦୋକାନ ସମ୍ମୁଖରେ ବୁଲା ଗାଈମାନଙ୍କୁ ବାନ୍ଧି ଘାସ ଖୁଆଇବା ସହିତ ଜନସାଧାରଣଙ୍କୁ କହି‌ଛନ୍ତି ଯେ, ସେମାନେ ମଦ ଛାଡ଼ି ଗାଈ ଦୁଗ୍ଧ ପାନ କରନ୍ତୁ। ସମ୍ପ୍ରତି ‘ବିଜେପି’ ଶାସିତ ରାଜ୍ୟରେ ମଦ୍ୟପାନ ବିରୋଧରେ ଅଭିଯାନ ଚଳାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ, ସରକାର ମଦ୍ୟପାନ ଅଭ୍ୟାସରୁ ଫାଇଦା … Continue reading ମଦ ଦୋକାନ ଆଗରେ ଗାଈ ବାନ୍ଧିଲେ ‘ବିଜେପି’ ନେତ୍ରୀ ଉମା ଭାରତୀ